27-12-2024
ଚାଲାଣ ବେଳେ ଗୋମାଂସ ସହ ପିକଅପ୍ ଜବତ !
ବସ୍ତା-୨|ରୂପ୍ସା, /୧୨ : ଓଡି-୦୫-ବିଏମ୍-୭୨୬୩ ନମ୍ବରର ଏକ ପିକ୍ଅପ୍ କଟକର ଟାଙ୍ଗୀ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଯାଉଥିଲା। ତେବେ ଡିସେମ୍ବର ୨୬ ତାରିଖ ସକାଳେ ଜାତୀୟ ରାଜପଥର ହଳଦୀପଦା ନିକଟରେ ପିକ୍ଅପ୍ ଖରାପ ହୋଇଯାଇଥିଲା। ଛିଡ଼ା ହୋଇ ରହିଥିବା ପିକ୍ଅପ୍ ଭ୍ୟାନ୍ରୁ ରକ୍ତ ପଡୁଥିବା ଏବଂ ଦୁର୍ଗନ୍ଧ
ବାହାରୁଥିବାରୁ ସ୍ଥାନୀୟ ଲୋକ ବେଆଇନ ଗୋମାଂସ ଚାଲାଣ ହେଉଥିବା ସନ୍ଦେହ କରିଥିଲେ । ସେମାନେ ଏନେଇ ବସ୍ତା ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମାଂସ ସହ ପିପ୍କୁଜବତ କରିଥିଲା ଏବଂ ଥାନାକୁ ନେଇଯାଇଥିଲା । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ତଦନ୍ତ ଚାଲିଛି। ଯାଞ୍ଚ ପାଇଁ ଜବତ ମାଂସର ନମୂନା ପରୀକ୍ଷା ପାଇଁ ଫରେନ୍ସିକ୍ ଲାବ୍କୁ ପଠାଯାଇଛି ବୋଲି ବସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।
15-12-2024
Translation result
गोमांस बेचते समय युवक गिरफ्तार
शुलिआपदा, 14/12: शुलिआपदा ब्लॉक के विभिन्न इलाकों में अवैध रूप से गोमांस बेचे जाने की बार-बार मिल रही शिकायतों के चलते पुलिस ने आज एक युवक को गिरफ्तार कर लिया. गिरफ्तार आरोपी पश्चिमबंग के गोपी थाना अंतर्गत धनमडा गांव का खलील खान है. वह शूलिआपदा ब्लॉक के उफलगड़िया पंचायत के तेलिया, टिलकपाल, शांशाशोल गांवों में चोरा में गोमांस सप्लाई करने आते समय गली में छुपे गोरक्षक पकड़ लिया। इसे लेकर कुछ देर तक हड़कंप मचा रहा। सूचना मिलने पर शुलिआपद आईआईसी आदित्य प्रसाद जेना, एएसआई नरेंद्रनाथ सेठी पहुंचे और 12 किलो से अधिक गोमांस जब्त करने के आरोप में सखाली को गिरफ्तार कर लिया।
ସମ୍ବାଦ
ଗୋମାଂସ ବିକ୍ରି ବେଳେ ଯୁବକ ଗିରଫ
ଶୁଳିଆପଦା, ୧୪/୧୨ (ଇମିସ): ଶୁଳିଆପଦା ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ଚୋରାରେ ଗୋମାଂସ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଆଜି ଜଣେ ଯୁବକଙ୍କୁ ବାନ୍ଧିଛି ପୁଲିସ। ଗିରଫ ଅଭଯୁକ୍ତ ହେଲେ ପଶ୍ଚିମବଙ୍ଗ ଗୋପୀ ଥାନା ଅଧୀନ ଧନ୍ମଡ଼ା ଗ୍ରାମର ଖଲିଲ୍ ଖାନ୍। ସେ ଶୁଳିଆପଦା ବ୍ଲକ୍ ଉଫାଲଗଡ଼ିଆ ପଞ୍ଚାୟତ ଅଧୀନ ତେଲିଆ, ଟିଲକପାଳ, ଶଂଶାଶୋଳ ଆଦି ଗାଁରେ
ଚୋରାରେ ଗୋମାଂସ ଯୋଗାଣ ପାଇଁ ଆସୁଥିବା ବେଳେ ବଣକାଟି ଛକରେ ଛକିଥିବା ଗୋରକ୍ଷକଙ୍କ ହାତରେ ଧରା ପଡ଼ିଥିଲେ। ଏହାକୁ ନେଇ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଶୁଳିଆପଦା ଆଇଆଇସି ଆଦିତ୍ୟ ପ୍ରସାଦ ଜେନା, ଏଏସ୍ଆଇ ନରେନ୍ଦ୍ରନାଥ ସେଠୀ ପହଞ୍ଚି ୧୨ କେଜିରୁ ଅଧିକଗୋମାଂସ ଜବତ କରିବା ସହଖଲିଙ୍କୁ ଗିରଫ କରିଥିଲେ।
MAYURBHANJA Edition
Page No.2 December 15, 202
ଗୋମାଂସ ବିକ୍ରି ବେଳେ ଯୁବକ ଗିରଫ
https://sambadepaper.com/imageview_50684_110098_4_92_15-12-2024_2_i_1_sf.html
3-9-24
ଓଡିଶାରେ ଗୋଚାଲାଣ
ଗୋରୁ ମାଂସ ବିକ୍ରି କରିବା ଅଭିଯୋଗରେ ୫ ଅଟକ
https://news.vskodisha.com/odia-news-1965/
27-7-24
4- गोमांस से लदा ट्रक जब्त-2 गिरफ्तार
26 जून को खुंटुनी पुलिस ने टिगिरिया से महाराष्ट्र जा रहे गोमांस ले जा रहे एक ट्रक को जब्त किया था. इसमें 20 टन गोमांस था. बरामद गोमांस को सुनसान जगह पर गड्ढा खोदकर दबा दिया गया।
https://www.facebook.com/viswasambadkendraodisha/posts/pfbid0VDFr76w18xGnQ6TYykpbbmxwyatUSCz425h793pcu87BWzgbSmHUvJnjvFU1LDu1l
5- डीआरडीए स्ट्रीट के पास से गोमांस से भरा वाहन जब्त किया गया
26 जून को छत्रपुर के पास राष्ट्रीय राजमार्ग पर बजरंग दल के सदस्यों ने गोमांस से लदे एक ट्रक को पकड़कर पुलिस को सौंप दिया. कटक से हैदराबाद जा रहे ट्रक में 12 टन गोमांस था.
https://www.facebook.com/viswasambadkendraodisha/posts/pfbid0fPs8K8YBm9zsrTc56FWtbG2VMU32GzfcQEmsFsjEZNe7XFkWZ6ZcTPrmVWue5FThl
24-7-24
ଗୋ ମାଂସ ବୋଝଇ ଡାଲା ଅଟୋ ଛାଡି ଡ୍ରାଇଭର ଫେରାର
17-7-24
गो-तस्कर
गोमांस ले जा रही पिकअप वैन जब्त
https://www.facebook.com/viswasambadkendraodisha/posts/pfbid0smNQgbqBEUvJSsjxeRnpR9qLtBNtmBcpct7eXp5o1hyAwZdpQTWtW58byVwow4dkl
पुलिस ने बैल तक्सरी पकड़ा
https://www.facebook.com/viswasambadkendraodisha/posts/pfbid0JiJ5VjaGoAKJtPUW9r2EMcddo2MNa1DqyR1S3zbWt7zwerVWZqrwytJpzJv6r16Wl
गोमांस कंटेनर बरामद कर मुख्य आरोपी की गिरफ्तारी की मांग को लेकर बजरंग दल द्वारा थाने मे मामला दर्ज कराया गया.
https://www.facebook.com/viswasambadkendraodisha/posts/pfbid0SgoP7GWvH658iP3HFQrPfEsmAnHoK7ezJJbZFEfPLgF97Snu4b5LXRmLMDEePA3cl
ଗୋହତ୍ୟା -Cow slaughter
1-7-24
ବେଆଇନ କଂସେଇଖାନା ମାମଲା: ସିଏମ୍ସିକୁ ହାଇକୋର୍ଟଙ୍କ ରିପୋର୍ଟ ତଲବ୍
ତାଳଚେରରେ "ଗୋ' ମାଂସ ଚାଲାଣ ଅଭିଯୋଗରେ ୨ ଜଣ ଅଟକ
22-6-24
ଗୋ ମାଂସ କଟାକୁ କେନ୍ଦ୍ରକରି ଉତ୍ତେଜନା ୨୧ ଜୁନ ୨୦୨୪, ଶୁକ୍ରବାର
ଗୁଆମାଳରୁ ଗୋମାଂସ ଜବତ, ଜଣେ ଗିରଫ
20-6-24
ଗୋ ମାଂସ ଜବତ
150 କେଜି ଗୋମାଂସ ଜବତ-2 ଗିରଫ
ଖୋର୍ଦ୍ଧାରୋଡ ଷ୍ଟେସନରୁ ଗୋମାଂସ ଜବତ
Seizure of beef from Khurda Road station
ଖୋର୍ଦ୍ଧାରୋଡ ଷ୍ଟେସନରୁ ଗୋମାଂସ ଜବତ
ବେଆଇନ କଂସେଇ ଖାନାରେ ଚଢଉ-ହାଣ ମୁହଁରୁ 40 ଗୋରୁ ଉଦ୍ଧାର-ସମାଜ- 25 ମେ 2022
https://samajaepaper.in/imageview_40_255202234515102_4_71_25-05-2022_25_i_1_sf.html
ଗୋ ମାଂସ ବୋଝେଇ ଗାଡି ଜବତ
10-10-21
ଗୋମାଂସ କଟାକୁ ନେଇ ଉତେଜନା
9-10-21
Comments
Post a Comment